oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ଜୋତା ଖୋଲିଲେ.. ଇନ୍ଦିରା ଓ ରାଜୀବଙ୍କ ଫଟୋକୁ ପ୍ରଣାମ କଲେ, ଆଉ କହିଲେ-୨୦୨୪ରେ ପାଓ୍ୱାରକୁ ଫେରିବ ଦଳ

28/08/2022 at 2:20 PM

ଭୁବନେଶ୍ୱର ୨୮।୦୮: ଜୋତା ଖୋଲିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ଫଟୋ ଚିତ୍ରକୁ କଲେ ପ୍ରଣାମ । ଏପରି କିଛି ଦେଖିବାକୁ ମିଳିଛି ଆଜି କଂଗ୍ରେସ ଭବନରେ । ଜଣେ ପୁରୁଖା କଂଗ୍ରେସ କର୍ମୀ ରବିବାର ରାଜ୍ୟ କାର୍ଯ୍ୟାଳୟରେ ଏପରି ଭାବେ ଇନ୍ଦିରା ଓ ରାଜୀବଙ୍କ ଫଟୋଚିତ୍ରରେ ପ୍ରଣାମ କରିଛନ୍ତି ।

ତେବେ ସେହି ପୁରୁଖା କର୍ମୀ ହେଲେ ଖୋର୍ଦ୍ଧା ଜିଲ୍ଲାର ବାବନ ମହାପାତ୍ର । ବୟସ ୫୧ । ତାଙ୍କୁ କଂଗ୍ରେସର ଆଗାମୀ ଭବିଷ୍ୟତ ବିଷୟରେ ମଧ୍ୟ ପ୍ରଶ୍ନ କରାଯାଇଥିଲା । ଯାହାକୁ ନେଇ ସେ କହିଥିଲେ ଯେ, କଂଗ୍ରେସ ୨୦୨୪ରେ ପୁଣି କଂଗ୍ରେସ କ୍ଷମତାକୁ ଫେରିବ । ଉଭୟ ଓଡିଶା ଓ ଦେଶରେ ସରକାର ଗଢ଼ିବ ଦଳ । ଏହାସହ ସେ ୧୯୯୧ରୁ ଦଳରେ ଅଛନ୍ତି । ଆଗକୁ ମଧ୍ୟ ଦଳରେ ରହି କାମ କରିବେ ବୋଲି କହିଛନ୍ତି।

   Related Posts