ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଆସନ୍ତା ୧ରୁ କଂଗ୍ରେସର ୨ ଦିନିଆ ଚିନ୍ତନ ଶିବିର, ନିର୍ଦ୍ଧାରଣ ହେବ ରଣନୀତି

30/05/2022 at 2:22 PM

ଭୁବନେଶ୍ୱର ୩୦।୦୫: ରାଜ୍ୟ କଂଗ୍ରେସର ବସିବ ଦୁଇ ଦିନିଆ ଚିନ୍ତନ ଶିବିର । ଆସନ୍ତା ୧ ତାରିଖ ଓ ୨ ତାରିଖରେ ବସିବ ରାଜ୍ୟ କଂଗ୍ରେସର ଏହି ଚିନ୍ତନ ଶିବିର ବୈଠକ । ଏହି ବୈଠକରେ ବହୁ ବରିଷ୍ଠ ନେତା ସାମିଲ ହେବେ ।

ତେବେ ରାଜ୍ୟରେ ପିସିସି ପରିବର୍ତ୍ତନ ପରେ ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ପ୍ରଥମ ବୈଠକ । ଆସନ୍ତା ୧ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ବୈଠକରେ ବ୍ଲକ ସଭାପତି, ଜିଲ୍ଲା ସଭାପତି ,ସାଂସଦ , ବିଧାୟକ , ପୂର୍ବତନ ସାଂସଦ , ପୂର୍ବତନ ବିଧାୟକଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ ହେବେ । ଏହାପରେ ଆସନ୍ତା ୫ ତାରିଖରେ ଦିଲ୍ଲୀ ଯିବେ । ଆଉ ୮ରେ ଫେରିବା ପରେ ସମ୍ବର୍ଦ୍ଧନା ଦିଆଯାଇଛି । ପରେ ପୂର୍ବତନ ପିସିସି ସଭାପତି , ନୂତନ ସଭାପତିଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବେ ।

   Related Posts