ନୂଆ ଦାୟିତ୍ବ ନେବା ପରେ ପିସିସି ସଭାପତିଙ୍କ ପ୍ରଥମ ବୈଠକ
22/04/2018 at 6:54 AM

କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବୈଠକ
ବୈଠକରେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ଉପସ୍ଥିତ
ଏହାସହ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, କ୍ୟାମ୍ପେନ କମିଟି ଅଧ୍ୟକ୍ଷ ଭକ୍ତ ଦାସ ଓ ସମସ୍ତ ବିଧାୟକ ଉପସ୍ଥିତ
ନିରଞ୍ଜନ ପଟ୍ଟନାୟକ ସଭାପତି ହେବା ପରେ ଏହା ପ୍ରଥମ ବୈଠକ
ବୈଠକରେ ଉପସ୍ଥିତ ଅଛନ୍ତି ପ୍ରଦୀପ ମାଝୀ, ଚିରଞ୍ଜୀବ ବିଶ୍ବାଳ, ନବ ଦାସ, ଭକ୍ତ ଦାସ
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023