ମଧ୍ୟ ପ୍ରଦେଶ ସିହୋରରେ ଭୋଟ ଗଣତି କେନ୍ଦ୍ରରେ ସିହୋର ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ ରତନ ସିଂହ ଠାକୁରଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ରତନ ସିଂହ ଠାକୁର ଭୋଟ ଗଣତି କେନ୍ଦ୍ରରେ ଗଣତି ଦେଖିବା ପାଇଁ ପହଞ୍ଚିଥିଲେ । ଅଚାନକ ସେ ବେହୋସ ହୋଇ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
{"id":115034}ଅମେଠି ଓ ରାଇବରେଲିରୁ କିଏ ହେବେ କଂଗ୍ରେସ ପ୍ରାର୍ଥୀ?...