ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

କଂଗ୍ରେସର ଭାରତ ଯୋଡ ପଦଯାତ୍ରା ବୈଠକ, ଦଳର ସାଂଗଠନିକ ସ୍ଥିତି ନେଇ ଆଲୋଚନା

14/07/2022 at 10:50 AM

ନୂଆଦିଲ୍ଲୀ ୧୪/୦୭: ଆଜି କଂଗ୍ରେସର ଭାରତ ଯୋଡ ପଦଯାତ୍ରା । ଏହାକୁ ନେଇ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । କଂଗ୍ରେସ ଭବନରେ ଏହି ବୈଠକ ଅପରାହ୍ନରେ ହେବ । ବୈଠକରେ ସବୁ ରାଜ୍ୟର ପ୍ରଭାରୀ, ସମେତ, ପିସିସି ସଭାପତି, ବରିଷ୍ଠ ନେତା ଉପସ୍ଥିତ ରହିବେ ।

ବୈଠକରେ ଦଳର ସାଂଗଠନିକ ସ୍ଥିତି ଉପରେ ମଧ୍ୟ ଆଲୋଚନା କରାଯିବ। ସେ ନେଇ ଆଜି ଦିଲ୍ଲୀ ପହିଞ୍ଚିଛନ୍ତି ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକ । ଏହା ସହ ଅନେକ ବରିଷ୍ଠ ନେତୃବୃଦ୍ଧ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡିଛି ।

   Related Posts