LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଜାଲ୍ ସାର୍ଟିଫିକେଟ୍ ଓ କୋଇଡା ବିଡିଓଙ୍କ ବଦଳି ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦାବ କଲା କଂଗ୍ରେସ

31/03/2023 at 12:20 PM

ଭୁବନେଶ୍ବର ୩୧।୩: ଶୂନ୍ୟକାଳରେ ଜାଲ୍ ସାର୍ଟିଫିକେଟ୍ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ନରସିଂହ କହିଥିଲେ, ରାଜ୍ୟର ବିଭିନ୍ନ ସ୍ଥାନରେ ଜାଲ୍ ସାର୍ଟିଫିକେଟ୍ ପ୍ରସଙ୍ଗ ଆସୁଛି । ମୁଖ୍ୟ ଅଭିଯୁକ୍ତଙ୍କ ସହ ଜଣେ ପୂର୍ବତନ ମନ୍ତ୍ରୀ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଫଟୋ ଭାଇରାଲ ହେଉଛି । ଅଭିଯୁକ୍ତ ସରକାରୀ କ୍ୱାର୍ଟରକୁ ଜବର ଦଖଲ କରି ରଖିଥିବା ଅଭିଯୋଗ ହେଉଛି । ସରକାର କ’ଣ ପଦକ୍ଷେପ ନେଇଛନ୍ତି ।

ସେହିଭଳି କୋଇଡା ବିଡିଓଙ୍କ ବଦଳି ପ୍ରସଙ୍ଗରେ ସରକାର କ’ଣ ପଦକ୍ଷେପ ନେଇଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଏହିସବୁ ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦାବି କରିଛି କଂଗ୍ରେସ ।

   Related Posts