oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ଦେଶରେ ଆରମ୍ଭ ହେବ 5G ମୋବାଇଲ ସେବା, ପ୍ରଗତି ମଇଦାନରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ||

ବଲାଙ୍ଗୀର ଭାରତୀୟ ଜନତା ପାର୍ଟି ପକ୍ଷରୁ ମଧ୍ୟ ଅଟଳ ଜିଙ୍କୁ ଶ୍ରଦ୍ଧାଞ୍ଜଳି

17/08/2018 at 12:28 PM

ବଲାଙ୍ଗୀର ୧୭/୮ : ପୁର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମୃତ୍ୟୁ ପରେ ସମଗ୍ର ଦେଶ ସ୍ତବ୍ଧ ହୋଇପଡିଛି। ସବୁଠି ତାଙ୍କ ମୃତ୍ୟୁକୁ ନେଇ ଶୋକପ୍ରକାଶ କରାଯାଉଛି। ଏନେଇ ବଲାଙ୍ଗୀର ଭାରତୀୟ ଜନତା ପାର୍ଟି ପକ୍ଷରୁ ମଧ୍ୟ ଅଟଳ ଜିଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ସ୍ଥାନିୟ କଚେରି ଛକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଟଳ ଜିଙ୍କୁ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହ ବିଜେପି କର୍ମୀଙ୍କ ସହ ଜନସାଧାରଣ ଦେଇଛନ୍ତି ଅଟଳ ଜିଙ୍କୁ ଶ୍ରଦ୍ଧାଞ୍ଜଳି । ତେବେ ଏଭଳି ଏକ ବ୍ୟକ୍ତିତ୍ବ ଯେ କେବଳ ରାଜନୀତି ନୁହେଁ ସ୍ବତନ୍ତ ରାଷ୍ଟ୍ରନେତା ଭାବରେ ନିଜକୁ ପରିଚିତ କରିବା ସହ ଜଣେ ଦକ୍ଷ କବି ଓ ସାମ୍ବାଦିକଙ୍କୁ ହରାଇ ସମଗ୍ର ଦେଶବାସୀ ମର୍ମାହତ ହୋଇଥିବା କହିଛନ୍ତି ବିଜେପି ନେତା ଓ କର୍ମି। ଏନେଇ ଆଜି ସଂଧ୍ୟାରେ ମଧ୍ୟ ସମୁହ ଦୀପ ଦାନ କରି ଶ୍ରଦ୍ଧାଞ୍ଜଳୀ ଦେବାର କାର୍ଯ୍ୟକ୍ରମ ରଖିଛି ବଲାଙ୍ଗୀର ବିଜେପି ।

   Related Posts