କମ୍ପାନୀ ପରିଚାଳକଙ୍କ ଘରେ ଗୁଳିମାଡ଼; ତଦନ୍ତ ଆରମ୍ଭ କଲା ପୋଲିସ
1/01/2023 at 10:00 PM

ପାରାଦୀପ ୦୧/୦୧: ପାରାଦୀପ ତାରେଣୀଗଡ଼ାରେ ଗୁଳିକାଣ୍ଡ। ବ୍ରିଜ୍ ଆଣ୍ଡ ରୂପ କମ୍ପାନୀର ପରିଚାଳକଙ୍କ ଘରକୁ ଗୁଳି ମାଡ଼। ଦାଦା ବଟିକୁ କେନ୍ଦ୍ରକରି ଦୁର୍ବୁତ୍ତ ଗୁଳିମାଡ କରିଥିବାଜଣାପଡ଼ିଛି। କବର ଅନୁସାରେ ବ୍ରିଜ ଆଣ୍ଡ ରୂପ କମ୍ପାନୀର ମ୍ୟାନେଜର ଏକେ ଗୋସ୍ୱାମୀ ତାରେଣୀଗଡ଼ାରେ ଏକ ଭଡା ଘରେ ରହନ୍ତି।
ରବିବାର ସକାଳେ ଜଣେ ଯୁବକ ଆସି ଘରେ ଥିବା ରୋଷେୟାଙ୍କୁ ଫୁଲ ତୋଡ଼ା ଦେଇଥିଲେ। କିନ୍ତୁ ଠିକ୍ ସନ୍ଧ୍ୟାରେ ଦୁର୍ବୃତ୍ତ ଜଣଙ୍କ ଆସି ଦୁଇ ରାଉଣ୍ଡ ଗୁଳି କରି ଚାଲି ଯାଇଛି। ଏନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ଘଟଣାସ୍ଥଳରେ ପୋଲିସ ଆସି ଛାନଭିନ ଆରମ୍ଭ କରିଛି।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023