ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

କମ୍ପାନୀ କର୍ମଚାରୀଙ୍କ ମାଡରେ ୫ ଆହତ, କାର୍ଯ୍ୟାନୁଷ୍ଠାନ ଦାବିରେ ଗ୍ରାମବାସୀଙ୍କ ଧାରଣା

8/01/2020 at 5:50 PM

ବରଗଡ଼ ୦୮।୦୧: କର୍ମଚାରୀଙ୍କ ମାଡରେ ସ୍ଥାନୀୟଲୋକ ଆହତ ହୋଇଥିବା ଅଭିଯୋଗରେ କମ୍ପାନୀ ସମ୍ମୁଖରେ ଉତ୍ତେଜନା ଦେଖାଦେଇଛି । ଘଟଣାଟି ବରଗଡ ଟାଉନ ଥାନା ଅନ୍ତର୍ଗତ ଏସିସି କାରଖାନାର ଘଟିଛି।

ସୂଚନାଯୋଗ୍ୟ ଯେ, ବରଗଡ ଟାଉନ ଥାନା ଅନ୍ତର୍ଗତ ACC କାରଖାନାରେ କିଛି କର୍ମରଚାରୀ ନିକଟସ୍ଥ ପିପିଲିପାଲି ଟିକ୍ରା ପଡାର ୫ ଜଣଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି । ମାଡ ମାରିଥିବା କୁନେଇ କାରଖାନା ସମ୍ମୁଖରେ ଉତ୍ତେଜନା ଦେଖାଦେଇଛି । ମାଡ ଖାଇଥିବା ଯୁବକ ପୋଲିସର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଶେଷରେ ଆଜି ଗାଁର ଉତ୍ୟକ୍ତ ମହିଳା ଏବଂ ପୁରୁଷ ଗେଟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

   Related Posts