ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡାରେ ଆଜି ଭାରତକୁ ମିଳିଲା ୬ ଗୋଲ୍ଡ ମେଡାଲ
14/04/2018 at 9:28 AM

ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡାରେ ଆଜି ଭାରତକୁ ମିଳିଲା ୬ ଗୋଲ୍ଡ ମେଡାଲ
ମେରିକମ, ସଂଜୀବ ରାଜପୁତ, ଗୌରବ ସୋଲଙ୍କି, ନିରଜ ଚୋପ୍ରା, ସୁମିତ ଭାରତକୁ ଆଣିଦେଇଛନ୍ତି ସ୍ଵର୍ଣ
ରାଇଫଲରେ ସଂଜୀବ ରାଜପୁତ, ବକ୍ସିଂରେ ଗୌରବ ସୋଲଙ୍କି, ଜାଭେଲିନରେ ନିରଜ ଚୋପ୍ରା, କୁସ୍ତିରେ ସୁମିତ ମଲ୍ଲିକ ସ୍ଵର୍ଣ ପଦକ ହାତେଇଛନ୍ତି
ମୋଟ ୫୧ ପଦକ ସହ ତୃତୀୟ ସ୍ଥାନରେ ଭାରତ