ପ୍ରେମ ପ୍ରତାରଣା ଅଭିଯୋଗରେ CRPFର ଜଣେ SIଙ୍କୁ ଡେରାଡୁନ୍ରୁ ଗିରଫ କଲା କମିଶନରେଟ୍ ପୋଲିସ
3/02/2020 at 10:28 PM

ଭୁବନେଶ୍ବର୩/୨: ପ୍ରେମ ପ୍ରତାରଣା ଅଭିଯୋଗରେ CRPFର ଜଣେ SIଙ୍କୁ ଡେରାଡୁନ୍ରୁ ଗିରଫ କରିଛି କମିଶନରେଟ୍ ପୋଲିସ । ଗିରଫ ସବ୍ ଇନସପେକ୍ଟରଙ୍କ ନାଁ ଭୁପିନ୍ଦର ସିଂ । ସେ ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଅଭିଯୋଗ ହୋଇଥିଲା । ଘଟଣାର ତଦନ୍ତ ପରେ ନୟାପଲ୍ଲୀ ଥାନା ପୋଲିସ ଡେରାଡୁନ୍ ଯାଇ ସଂପୃକ୍ତ CRPF ଏସଆଇଙ୍କୁ ଗିରଫ କରିଥିବା କହିଛନ୍ତି ଡିସିପି ଅନୁପ ସାହୁ ।
Related Posts
ପୂର୍ବ ଶତୃତାରୁ ମରଣାନ୍ତରକ ଆକ୍ରମଣ; ଅଭିଯୁକ୍ତ ଗିରଫ
4 February 2023
ବାଘ ମଣିଷ ମୁହାଁମୁହିଁ : ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
4 February 2023