AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା: ଜମିବାଡି ବିବାଦକୁ ନେଇ ଜଟଣୀ କନ୍ତିଆରେ ଫୁଟିଲା ବୋମା, ବ୍ୟବସାୟୀ ଗୁରୁତର
  • ||
  • କ୍ରାଇମବ୍ରାଞ୍ଚ ଖୋଲୁଛି ଗୋପାଳ ଗୁମର, ୪ ଦିନିଆ ରିମାଣ୍ଡରେ ଚାଲିଛି ମାରାଥନ ଜେରା
  • ||
  • ପାରାଦ୍ୱୀପ: ବାଇକ୍‌ ଓ କାର୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ୬ ଆହତ
  • ||
  • କରଞ୍ଜିଆ: ଥରୁଛି ଶିମିଳିପାଳ, ଉପର ବାର୍‌ହା କାମୁଡ଼ାରେ ତାପମାତ୍ରା ସର୍ବନିମ୍ନ ୪ଡିଗ୍ରୀ
  • ||

ପ୍ରେମ ପ୍ରତାରଣା ଅଭିଯୋଗରେ CRPFର ଜଣେ SIଙ୍କୁ ଡେରାଡୁନ୍‌ରୁ ଗିରଫ କଲା କମିଶନରେଟ୍ ପୋଲିସ

3/02/2020 at 10:28 PM

ଭୁବନେଶ୍ବର୩/୨: ପ୍ରେମ ପ୍ରତାରଣା ଅଭିଯୋଗରେ CRPFର ଜଣେ SIଙ୍କୁ ଡେରାଡୁନ୍‌ରୁ ଗିରଫ କରିଛି କମିଶନରେଟ୍  ପୋଲିସ । ଗିରଫ ସବ୍  ଇନସପେକ୍ଟରଙ୍କ ନାଁ ଭୁପିନ୍ଦର ସିଂ । ସେ ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଅଭିଯୋଗ ହୋଇଥିଲା । ଘଟଣାର ତଦନ୍ତ ପରେ ନୟାପଲ୍ଲୀ ଥାନା ପୋଲିସ ଡେରାଡୁନ୍ ଯାଇ ସଂପୃକ୍ତ CRPF ଏସଆଇଙ୍କୁ ଗିରଫ କରିଥିବା କହିଛନ୍ତି ଡିସିପି ଅନୁପ ସାହୁ ।

   Related Posts