ପାଖେଇ ଆସୁଛି କଟକ ପ୍ରସିଦ୍ଧ ଦୁର୍ଗା ପୂଜା, କମିଶନରେଟ୍‌ ପୋଲିସ ପକ୍ଷରୁ ପ୍ରସ୍ତୁତି ବୈଠକ

କଟକ ୨୭।୦୯ : ଚଳିତ ବର୍ଷ ଦୂର୍ଗା ପୂଜା ଓ ଭସାଣ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ଭସାଣୀକୁ ମଦ ମୁକ୍ତ ଭସାଣୀ କରିବା ପାଇଁ ପୂଜା କମିଟି ପ୍ରସ୍ତାବ ଦେଇଛି। ପୂଜାକୁ ଶୃଙ୍ଖଳିତ କରିବା ସହ ଶୋଭାଯାତ୍ରାକୁ ସୀମିତ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ପୂଜା କମିଟିକୁ ପରାମର୍ଶ ଦିଆଯାଇଛି। ଖବର ଅନୁଯାୟୀ, ଦୂର୍ଗା ପୂଜାକୁ … Continue reading ପାଖେଇ ଆସୁଛି କଟକ ପ୍ରସିଦ୍ଧ ଦୁର୍ଗା ପୂଜା, କମିଶନରେଟ୍‌ ପୋଲିସ ପକ୍ଷରୁ ପ୍ରସ୍ତୁତି ବୈଠକ