ସୁରକ୍ଷା କର୍ମୀ- ମାଓବାଦୀ ଗୁଳି ବିନିମୟ, ଛତ୍ର ଭାଙ୍ଗ ଦେଲେ ମାଓବାଦୀ

Published By : Prameya-News7 Bureau | June 10, 2024 IST

ରାଉରକେଲା: ସୁରକ୍ଷା କର୍ମୀ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ସୋମବାର ଓଡ଼ିଶା- ଝାଡ଼ଖଣ୍ଡ ସୀମାନ୍ତ ଗୋଏଲ କେରା ଥାନା ତେଣ୍ଟୋ ଜଙ୍ଗଲରେ ଗୁଳି ମିନିମୟ ହୋଇଛି । ଗୁଳି ବିନିମୟ ବେଳେ ଛତ୍ର ଭଙ୍ଗ ଦେଇଛନ୍ତି ମାଓବାଦୀ ।

ସୂଚନା ଅନୁଯାୟୀ, CRPF, ଝାଡ଼ଖଣ୍ଡ ଜାଗୁଆର ସହ ସ୍ଥାନୀୟ ପୋଲିସ ମିଳିତ ଭାବରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଏପର୍ଯ୍ୟନ୍ତ ୧୨ ଗୋଟି ବନ୍ଧୁକ, ୪୩୫ ରାଉଣ୍ଡ ଜୀବନ୍ତ ଗୁଳି, ମାଗାଜିନ୍, ୯ଟି ମୋବାଇଲ, ମାଓ ପୁସ୍ତିକା ସହ ମାଓବାଦୀ ବ୍ୟବହାର କରୁଥିବା ନିତ୍ୟ ବ୍ୟବହାର ଜିନିଷ ଜବତ । ଜବତ ବନ୍ଧୁକ ସବୁ ମାଟି ତଳେ ପୋତା ଯାଇଥିଲା । ଏବେବି କୁମ୍ବିଂ ଅପରେସନ ଜାର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.