ଚମତ୍କାର! ଦୁର୍ଘଟଣାର ୪୦ ଦିନ ପରେ ବି ଜୀବିତ; ୪ ପିଲା ଆମାଜନ ଜଙ୍ଗଲରୁ ଉଦ୍ଧାର
ନୂଆଦିଲ୍ଲୀ: ‘ରଖେ ହରି ତ ମାରିବ କିଏ’ । ଏହି ଉକ୍ତି ପୁଣି ଥରେ ପ୍ରମାଣିତ ହୋଇଛି । ବିମାନ ଦୁର୍ଘଟଣାର ୪୦ ଦିନ ପରେ ୪ ନାବାଳକ ଜୀବତ । ଆମାଜନ ଜଙ୍ଗଲରୁ ୪ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି । କଲମ୍ବିଆରେ ଏଭଳି କିଛି ଚମତ୍କାର ଘଟଣା ଦେଖିବାକୁ ମିଳିଛି । କୌଣସି ଭୟଙ୍କର ଦୁର୍ଘଟଣାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥାନ୍ତି ଛୋଟ ପିଲା । ଦୁର୍ଘଟଣାରେ ଶିଶୁ ବଞ୍ଚାଇବା ବଡ଼ ଚ୍ୟାଲେଞ୍ଜ ସଦୃଶ ହୋଇଥାଏ … Continue reading ଚମତ୍କାର! ଦୁର୍ଘଟଣାର ୪୦ ଦିନ ପରେ ବି ଜୀବିତ; ୪ ପିଲା ଆମାଜନ ଜଙ୍ଗଲରୁ ଉଦ୍ଧାର
Copy and paste this URL into your WordPress site to embed
Copy and paste this code into your site to embed