AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ଛାତ୍ର ସଂସଦ ନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନ ଦାଖଲ, ଆସନ୍ତା ୧୧ ରେ ଛାତ୍ର ସଂସଦ ନିର୍ବାଚନ

4/10/2018 at 2:09 AM

ଭୁବନେଶ୍ୱର ୩/୧୦ : ଛାତ୍ର ସଂସଦ ନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନ ଦାଖଲ । ବାଜା, ବାଣ, ବାଇକ୍ ରାଲିରେ ସମର୍ଥକଙ୍କ ସହ ଯାଇ ନାମାଙ୍କନ ଦାଖଲ କରିଛନ୍ତି ଆଶାୟୀ । ଏଥିପାଇଁ ସକାଳୁ ମଧ୍ୟହ୍ନ ପର୍ଯ୍ୟନ୍ତ କମ୍ପିଥିଲା କ୍ୟାମ୍ପସ୍ । ଆସନ୍ତାକାଲି ପ୍ରତ୍ୟାହାର ପରେ ଅପରାହ୍ନ ୫ ଟାରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ୧୧ ରେ ଛାତ୍ର ସଂସଦ ନିର୍ବାଚନ । କିଛି କଲେଜରେ ଉତ୍ତେଜନା ଓ ହିଂସା ପାଇଁ ନିର୍ବାଚନ ବାତିଲ୍ କରାଯାଇଛି । ଯାଜପୁରର ନରସିଂହ ଚୌଧୁରୀ ମହାବିଦ୍ୟାଳକୁ କ୍ଲୋଜଡ୍ ସାଇନ୍ -ଏ- ଡାଏ ଘୋଷଣା କରାଯାଇଛି । ସେହିଭଳି ସମ୍ବଲପୁର ବିଶ୍ବବିଦ୍ୟାଳୟରେ ମଧ୍ୟ କ୍ଲୋଜଡ୍ ସାଇନ୍-ଏ-ଡାଏ ଘୋଷଣା କରାଯାଇଥିବା ବେଳେ, ଆସନ୍ତାକାଲି ସକାଳ ୮ଟା ସୁଦ୍ଧା ହଷ୍ଟେଲ୍ ଖାଲି କରିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

   Related Posts