ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ପଞ୍ଚଲିଙ୍ଗେଶ୍ୱର ଗସ୍ତରେ ଜିଲ୍ଲାପାଳ, ପୀଠର ଉନ୍ନତିକରଣ ନେଇ କଲେ ସମୀକ୍ଷା

14/07/2022 at 5:26 PM

ନୀଳଗିରି ୧୪/୦୭: ବାଲେଶ୍ଵର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରକୁ ଜିଲ୍ଲାପାଳଙ୍କ ତୋଫାନି ଗସ୍ତ । ପଂଚଲିଙ୍ଗେଶ୍ୱରର ସର୍ବାଙ୍ଗୀନ ଉନ୍ନତିକରଣ ତଥା ପୀଠରେ ଶୌଚାଳୟ,ପାନୀୟଜଳ, ଦୋକାନୀଙ୍କର ସ୍ଥାୟୀ ବ୍ୟବସ୍ଥା, ନିୟୁ ପାର୍କିଂ, ପଂଚଲିଙ୍ଗେଶ୍ୱର, ଖୁମକୁଟ ଡ୍ୟାମ ରାସ୍ତା ସହ ଉନ୍ନତିକରଣ ନେଇ ଜିଲ୍ଲାପାଳ ଡିଏଫଓ, କୁଳଡିହା ରେଞ୍ଜର, ଉପଜିଲ୍ଲାପାଳ, ଔପଦା ବ୍ଲକର ବିଡ଼ିଓ, ନୀଳଗିରି ତହସିଲଦାର, ଗ୍ରାମ୍ୟଉନ୍ନୟନ ବିଭାଗର ଏସଡିଓ, ସ୍ଥାନୀୟ ସରପଞ୍ଚଙ୍କ ସହ ବିଶଦ ଆଲୋଚନା କରିଥିଲେ । ଆଗକୁ ଶ୍ରାବଣ ମାସ ସୋମବାରରେ କାଉଡ଼ିଆଙ୍କର ଜଳାଭିଷେକ ଥିବାରୁ ଏନେଇ ଆଲୋଚନା ମଧ୍ୟ କରାଯାଇଥିଲା ।

   Related Posts