କଟକ ଜିଲ୍ଲାର ବନ୍ୟା ସ୍ଥିତି ନିୟନ୍ତ୍ରଣରେ ରହିଛି : ଜିଲ୍ଲାପାଳ
20/08/2022 at 4:06 PM

କଟକ ୨୦।୮: କଟକ ଜିଲ୍ଲାର ବନ୍ୟା ସ୍ଥିତି ନିୟନ୍ତ୍ରଣ ଭିତରେ ଅଛି । ସମସ୍ତ ବିପନ୍ନଙ୍କ ପାଖରେ ୧୫ ଦିନ ପାଇଁ ରିଲିଫ ପହଞ୍ଚାଇ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ସମସ୍ତ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ଦିଆସରିଛି । ପାଣି ଛାଡ଼ିଲା ମାତ୍ରେ କ୍ଷୟ କ୍ଷତିର ଆକଳନ କରାଯାଇ ସରକାରଙ୍କୁ ବିସ୍ତୃତ ରିପୋର୍ଟ ଦିଆଯିବ ବୋଲି କଟକ ଜିଲ୍ଲାପାଳ ଡଃ ଭବାନୀ ଶଙ୍କର ଚୟନି କହିଛନ୍ତି ।
Related Posts
ଟ୍ରାଫିକ୍ ଛକରେ ଲୁଟ୍, ଆଖି ପିଛୁଳାକେ ନେଇଗଲେ ୩ଲକ୍ଷ ଟଙ୍କା
1 February 2023
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023