AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଟକ ଜିଲ୍ଲାର ବନ୍ୟା ସ୍ଥିତି ନିୟନ୍ତ୍ରଣରେ ରହିଛି : ଜିଲ୍ଲାପାଳ

20/08/2022 at 4:06 PM

କଟକ ୨୦।୮: କଟକ ଜିଲ୍ଲାର ବନ୍ୟା ସ୍ଥିତି ନିୟନ୍ତ୍ରଣ ଭିତରେ ଅଛି । ସମସ୍ତ ବିପନ୍ନଙ୍କ ପାଖରେ ୧୫ ଦିନ ପାଇଁ ରିଲିଫ ପହଞ୍ଚାଇ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ସମସ୍ତ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ଦିଆସରିଛି । ପାଣି ଛାଡ଼ିଲା ମାତ୍ରେ କ୍ଷୟ କ୍ଷତିର ଆକଳନ କରାଯାଇ ସରକାରଙ୍କୁ ବିସ୍ତୃତ ରିପୋର୍ଟ ଦିଆଯିବ ବୋଲି କଟକ ଜିଲ୍ଲାପାଳ ଡଃ ଭବାନୀ ଶଙ୍କର ଚୟନି କହିଛନ୍ତି ।

   Related Posts