Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ୍‌ଙ୍କ ଧମାକାଦାର୍‌ ବ୍ୟାଟିଂ, ହାସଲ କଲେ ୪୪ ତମ ଶତକ
  • ||
  • ଇଷାନ୍‌ କିଷାନ୍‌ଙ୍କ ଜବରଦସ୍ତ ବ୍ୟାଟିଂ, ଦିନିକିଆ କ୍ରିକେଟ୍‌ରେ ହାସଲ କଲେ ପ୍ରଥମ ଦ୍ୱିଶତକ
  • ||
  • ଭୁବନେଶ୍ୱର: ଅର୍ଚ୍ଚନା ନାଗ ଗିରଫ ମାମଲା, କୋର୍ଟଙ୍କ ଅନୁମତି ପରେ ତଥ୍ୟ ଦେଲା ଖଣ୍ଡଗିରି ପୋଲିସ
  • ||
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ଫିରିଙ୍ଗିଆ ବ୍ଲକରେ ‘ଆମ ଦୋକାନ’ର ଶୁଭାରମ୍ଭ, ଉଦ୍‌ଘାଟନ କଲେ ଜିଲ୍ଲାପାଳ

29/08/2022 at 7:01 PM

ଫୁଲବାଣୀ, ୨୯/୦୮: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରଫିରିଙ୍ଗିଆ ପଂଚାୟତରେ ଖୋଲିଲା ‘ଆମ ଦୋକାନ’ l କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦ୍‌ଘାଟନ କରିଥିଲେ l କନ୍ଧମାଳ ଏସପି ବିନୀତ ଅଗ୍ରୱାଲ ମଧ୍ୟ ଉପସ୍ଥିତ ଥିଲେ l ପଂଚାୟତ ଅଂଚଳର ଉତ୍ପାଦିତ ଦ୍ରବ୍ୟ ଗୁଡିକ ସଂଗ୍ରହ କରାଯାଇ ତାକୁ ପ୍ରୋସେସିଂ କରାଯାଇ କମ ମୂଲ୍ୟରେ ମହିଳା ଏସଏଚଜିମାନଙ୍କ ଦ୍ୱାରା ଆମ ଦୋକାନରେ ବିକ୍ରୀ କରାଯିବ l ଏହାଦ୍ୱାରା ଗରିବ ଆଦିବାସୀ ମହିଳାମାନେ ଉପକୃତ ହେବା ସହ ସେମାନଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି ଘଟିବ ବୋଲି ଜିଲ୍ଲାପାଳ ପାଟିଲ କହିଛନ୍ତି l

ସେହିପରି ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତଙ୍କ ବ୍ୟକ୍ତିଗତ ନିଷ୍ଠାପର ଉଦ୍ୟମ ଓ ଆନ୍ତରିକତା ଯୋଗୁଁ ଆମ ଦୋକାନ ଖୋଲିପାରିଛି l ଏହାପରେ ବ୍ଲକର ସମସ୍ତ ପଞ୍ଚାୟତ ଗୁଡିକରେ ଆମ ଦୋକାନ ଖୋଲିବା ଲାଗି ପ୍ରୟାସ କରାଯିବ ବୋଲି ବିଡ଼ିଓ ରଶ୍ମି ରଞ୍ଜନ କହିଛନ୍ତି l ବ୍ଲକ ବିଡ଼ିଓ ଓ ଅଧ୍ୟକ୍ଷଙ୍କ ଅଭିନବ ପ୍ରୟାସ ଯାହାକି ସଫଳ ହେବ ବୋଲି ଲୋକ ପ୍ରତିନିଧିମାନେ କହିଛନ୍ତି l

   Related Posts