ବର୍ଷା ପରେ ଲେଉଟିଲା ଶୀତ ଲହରୀ, ଅସହ୍ୟ ଜାଡରେ ଥରୁଛି ବିନିକା ଅଞ୍ଚଳ

Published By : Prameya-News7 Bureau | January 29, 2024 IST

ବିନିକା ୨୯।୧: ବର୍ଷା ଗଲା ପରେ ପୁଣି ଲେଉଟିଛି ଶୀତର ଲହରୀ l ଅସହ୍ୟ ଜାଡରେ ଥରୁଛି ସାରା ଓଡିଶା l ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ମଧ୍ୟ ବର୍ଷା ଗଲା ପରେ ଅଧିକ ଥଣ୍ଡା ଅନୁଭୂତ ହେଉଛି l

{"id":901898,"sizeSlug":"full","linkDestination":"none"}

ବିନିକା ଅଞ୍ଚଳରେ ଲୋକେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଶୀତବସ୍ତ୍ର ପରିଧାନ କରିବା ସହ ଗରମ ଗରମ ଜିନିଷ ଖାଇବାକୁ ପସନ୍ଦ କରୁଛନ୍ତି l

{"id":901899,"sizeSlug":"full","linkDestination":"none"}

ସକାଳୁ ଓ ସନ୍ଧ୍ୟା ସମୟରେ ଶୀତ ପାଇଁ ଚା’ ଦୋକାନ ଗୁଡ଼ିକରେ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି ଶୀତର ମଜା ଉଠାଇବା ସହ ଶରୀର ପାଇଁ ସକାଳୁ ସକାଳୁ ଲୋକେ ମର୍ଣ୍ଣିଂ ୱାକ୍ ମଧ୍ୟ କରୁଥିବା ଦେଖିବାକୁ ମିଳିଛି l

You Can Read :

wp:embed {"url":"https://www.prameyanews7.com/madhya-pradesh-chief-ministers-reply-after-union-minister-dharmendra-pradhans-letter/","type":"wp-embed","providerNameSlug":"prameya-news-7"}
https://www.prameyanews7.com/madhya-pradesh-chief-ministers-reply-after-union-minister-dharmendra-pradhans-letter/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.