ବସ୍‌ରୁ ୨୦ ବସ୍ତା କଏନ୍ ଜବତ କଲା ଆୟକର ବିଭାଗ

Published By : Prameya-News7 Bureau | January 15, 2019 IST

ଭୁବନେଶ୍ବର ୧୫|୧: କଟକ-ଭୁବନେଶ୍ବର ରାସ୍ତାରେ ୨ଟି ବସ୍ ରୁ ୨୦ ବସ୍ତା କଏନ୍ ଜବତ । କେନ୍ଦ୍ରୀୟ ଜିଏସଟି ବିଭାଗର ଟିମ୍ ଚଢାଉ କରି ଏସବୁ ଜବତ କରିବା ସହ ଡ୍ରାଇଭର ଓ କଣ୍ଡକ୍ଟର ୨ ଜଣଙ୍କୁ ଅଟକ ରଖିଛନ୍ତି । ମୁକ୍ତେଶ୍ବର ନାମକ ବସରେ କୋଲକାତାରୁ ଭୁବନେଶ୍ବର ଆସୁଥିଲା । ଦୁଇଟି ଯାକ ବସ୍ କୁ ସିଜ୍ କରାଯାଇଛି । ଏତେ ପରିମାଣର ମୁଦ୍ରା କିଏ ଏବଂ କାହିଁକି ନେଉଥିଲା ତାର ଛାନଭିନ କରୁଛି କେନ୍ଦ୍ରୀୟ ଜିଏସଟି ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.