suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ବସ୍‌ରୁ ୨୦ ବସ୍ତା କଏନ୍ ଜବତ କଲା ଆୟକର ବିଭାଗ

15/01/2019 at 12:46 PM

ଭୁବନେଶ୍ବର ୧୫|୧: କଟକ-ଭୁବନେଶ୍ବର ରାସ୍ତାରେ ୨ଟି ବସ୍ ରୁ ୨୦ ବସ୍ତା କଏନ୍ ଜବତ । କେନ୍ଦ୍ରୀୟ ଜିଏସଟି ବିଭାଗର ଟିମ୍ ଚଢାଉ କରି ଏସବୁ ଜବତ କରିବା ସହ ଡ୍ରାଇଭର ଓ କଣ୍ଡକ୍ଟର ୨ ଜଣଙ୍କୁ ଅଟକ ରଖିଛନ୍ତି । ମୁକ୍ତେଶ୍ବର ନାମକ ବସରେ କୋଲକାତାରୁ ଭୁବନେଶ୍ବର ଆସୁଥିଲା । ଦୁଇଟି ଯାକ ବସ୍ କୁ ସିଜ୍ କରାଯାଇଛି । ଏତେ ପରିମାଣର ମୁଦ୍ରା କିଏ ଏବଂ କାହିଁକି ନେଉଥିଲା ତାର ଛାନଭିନ କରୁଛି କେନ୍ଦ୍ରୀୟ ଜିଏସଟି ବିଭାଗ ।

   Related Posts