ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

କଟକ SGBL ସପିଙ୍ଗ୍‌ କମ୍ପ୍ଲେକ୍ସରେ ଖୋଲିଲା କଵ୍ସ ଗାର୍ମେଣ୍ଟ ସୋରୁମ୍, ଦୁର୍ଗାପୂଜା ପାଇଁ ରହିଛି ସ୍ବତନ୍ତ୍ର ଅଫର

1/10/2022 at 6:49 PM

କଟକ, ୦୧/୧୦: କଟକ ଏସଜିଵିଏଲ୍ ସପିଙ୍ଗ୍‌ କମ୍ପ୍ଲେକ୍ସରେ କଵ୍ସ ଗାର୍ମେଣ୍ଟ ସୋରୁମ୍ ଉଦଘାଟିତ ହୋଇଯାଇଛି । କଟକ ମେୟର ସୁଵାଷ ସିଂହ ଓ ଅଭିନେତା ତଥା ଵିଜେଡି ନେତା ଆକାଶ ଦାସ ନାୟକ ଏହି ସୋରୁମର ଉଦଘାଟନ କରିଛନ୍ତି । କଵ୍ସ ପକ୍ଷରୁ ଦୁର୍ଗାପୂଜା ପାଇଁ ସ୍ବତନ୍ତ୍ର ଅଫର ମଧ୍ୟ ରହିଛି ।ଦୁଇ ହଳ ଉଇଣ୍ଟର ୱିୟର କିଣିଲେ ପାଞ୍ଚଟି ଫ୍ରି ମିଳିଵ ଓ ଏହା ସହ ସାଧାରଣ ପୋଷାକ ଉପରେ ମଧ୍ୟ ଆକର୍ଷଣୀୟ ଅଫର ରହିଛି ।

ଏଭଳି ଗାର୍ମେଣ୍ଟ କମ୍ପାନୀ କଟକରେ ନିଜର ସୋରୁମ୍ ଖୋଲିଲେ ଗ୍ରାହକ ଉପକୃତ ହେଵେ ଵୋଲି ମେୟର କହିଛନ୍ତି।


   Related Posts