କଟକ SGBL ସପିଙ୍ଗ୍‌ କମ୍ପ୍ଲେକ୍ସରେ ଖୋଲିଲା କଵ୍ସ ଗାର୍ମେଣ୍ଟ ସୋରୁମ୍, ଦୁର୍ଗାପୂଜା ପାଇଁ ରହିଛି ସ୍ବତନ୍ତ୍ର ଅଫର

Published By : Prameya-News7 Bureau | October 01, 2022 IST

କଟକ, ୦୧/୧୦: କଟକ ଏସଜିଵିଏଲ୍ ସପିଙ୍ଗ୍‌ କମ୍ପ୍ଲେକ୍ସରେ କଵ୍ସ ଗାର୍ମେଣ୍ଟ ସୋରୁମ୍ ଉଦଘାଟିତ ହୋଇଯାଇଛି । କଟକ ମେୟର ସୁଵାଷ ସିଂହ ଓ ଅଭିନେତା ତଥା ଵିଜେଡି ନେତା ଆକାଶ ଦାସ ନାୟକ ଏହି ସୋରୁମର ଉଦଘାଟନ କରିଛନ୍ତି । କଵ୍ସ ପକ୍ଷରୁ ଦୁର୍ଗାପୂଜା ପାଇଁ ସ୍ବତନ୍ତ୍ର ଅଫର ମଧ୍ୟ ରହିଛି ।ଦୁଇ ହଳ ଉଇଣ୍ଟର ୱିୟର କିଣିଲେ ପାଞ୍ଚଟି ଫ୍ରି ମିଳିଵ ଓ ଏହା ସହ ସାଧାରଣ ପୋଷାକ ଉପରେ ମଧ୍ୟ ଆକର୍ଷଣୀୟ ଅଫର ରହିଛି ।

{"id":690723,"sizeSlug":"full","linkDestination":"none"}

ଏଭଳି ଗାର୍ମେଣ୍ଟ କମ୍ପାନୀ କଟକରେ ନିଜର ସୋରୁମ୍ ଖୋଲିଲେ ଗ୍ରାହକ ଉପକୃତ ହେଵେ ଵୋଲି ମେୟର କହିଛନ୍ତି।

wp:html https://youtu.be/vcpdw_cCO-s /wp:html


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.