ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ବେଙ୍ଗ ଗିଳିବାକୁ ଆସି ଧରାପଡିଲା ନାଗ ସାପ

15/11/2019 at 4:55 PM

ନୀଳଗିରି ୧୫।୧୧: ନୀଳଗିରି ବ୍ଲକ୍ ଅଧିନ ପୋଡାଶୂଳ ନିକଟ ବାଉଁଶପାଳ ଗ୍ରାମରୁ ଏକ ୪ ଫୁଟ ଲମ୍ବର ନାଗ ସାପ ବେଙ୍ଗ ଗିଳିବାକୁ ଆସି ଧରପଡିଛି । ଗ୍ରାମର କମଳାକାନ୍ତ ବିଶ୍ବାଳଙ୍କ ବାଡିରେ ଏକ ନାଗ ସାପ ଗର୍ଜନ କରୁଥିବା ସମୟରେ ପରିବାର ଲୋକ ଦେଖିବାକୁ ପାଇଥିଲେ।

ପରେ ଘାଟଘରସାହି ଅଂଚଳର ସାପ ବିଶେଷଜ୍ଞ ସୁଶାନ୍ତ ମହାପାତ୍ର ଯାଇ ଇଟାଭିତରେ ଲୁଚିରହିଥିବା ନାଗ ସାପଟିକୁ ଉଦ୍ଧାର କରିଥିଲେ । ପରେ ସାପଟି ଗିଳିଥିବା ବେଙ୍ଗକୁ ଓଗାଳି ପକାଇଥିବା ବେଳେ ସୁଶାନ୍ତ ସାପଟିକୁ ସ୍ଵର୍ଣ୍ଣଚୁଡ ସଂରକ୍ଷିତ ଜଙ୍ଗଲରେ ଛାଡିଦେଇଥିଲେ।

   Related Posts