ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଅଜଗରକୁ ଗିଳିଲା ନାଗ ସାପ

7/12/2019 at 11:22 PM

କୋରାପୁଟ ୦୭।୧୨ – ଅଜଗରକୁ ଗିଳିଲା ନାଗ ସାପ।  କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।  କାରଣ ଆମେ ଶୁଣିଛେ ସାଧାରଣ ତ ଅଜଗର ଅନ୍ୟ ପ୍ରାଣୀ ମାନଙ୍କୁ  ଗିଳିଥାଏ । କିନ୍ତୁ  ଅଜଗରକୁ ନାଗ ଗିଳିବା ନିଶ୍ଚଯ ଆଶ୍ଚର୍ଯ୍ୟର କଥା ।  କୋରାପୁଟ ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ନିକଟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ  ।   ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।   ସ୍ଥାନୀୟ  ଲୋକେ ନାଗ ଅଜଗରଙ୍କ ଏଭଳି ଦୃଶ୍ୟ କୁ  ମୋବାଇଲରେ ସୁଟିଂ କରିଥିଲେ।   ନାଗ ସାପ ସହ ଏହି ଛୁଆ  ଅଜଗର ସାପର ପାଖା ପାଖି ୩୦ ମିନିଟ ଲଢେଇ ହୋଇଥିଲା।  ଶେଷରେ ନାଗର ହିଁ ଜିତାପଟ ହୋଇଥିଲା

   Related Posts