କୋଇଲା ବୋଝେଇ ଟ୍ରକ୍ରେ ଅଗ୍ନିକାଣ୍ଡ; ଜୀବନ୍ତ ଜଳିଗଲେ ଚାଳକ
30/01/2023 at 8:56 PM

କାମାକ୍ଷାନଗର ୩୦/୦୧: କୋଇଲା ବୋଝେଇ ଟ୍ରକ୍ରେ ଅଗ୍ନିକାଣ୍ଡ। ଏହି ଟ୍ରକଟି ରାସ୍ତାରେ ଯିବାବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଏପରି ଅଘଟଣ ହୋଇଛି। ଏଥିରେ ଟ୍ରକ୍ ଚାଳକ ଜଣଙ୍କ ଜୀବନ୍ତ ଜଳିଯାଇଥିବା ଦେଖିବାକୁ ମିଳିଛି। ଏପରି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର୫୩ ନମ୍ୱର ଜାତୀୟ ରାଜପଥରେ ବାରିହାପୁର ଆଦର୍ଶ ସ୍କୁଲ ପାଖରେ ହୋଇଛି। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।
Related Posts
ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
24 March 2023
ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
24 March 2023