vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୮ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୮୯୩୦ କରୋନା ପଜିଟିଭ୍
  • ||
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ତାଳଚେର ଏନ୍‌ଟିପିସିରେ କୋଇଲା ସଙ୍କଟ, ୩ଟି ୟୁନିଟ୍‌ରେ ଉତ୍ପାଦନ ବନ୍ଦ

30/07/2019 at 12:12 PM

ଅନୁଗୋଳ ୩୦|୭: ଅନୁଗୋଳ ଜିଲ୍ଲା ତାଳଚେର ଏନଟିପିସିରେ କୋଇଲା ସଙ୍କଟ । ୬ଟି ୟୁନିଟରୁ ୩ଟିରେ ଉତ୍ପାଦନ ବନ୍ଦ ରହିଥିବାରୁ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହୋଇଛି । ଭରତପୁର କୋଇଲା ଖଣିରେ ଶ୍ରମିକ ମୃତ୍ୟୁ ପରେ ଖଣି ସୁରକ୍ଷା ନେଇ ଗତ ୨୫ ତାରିଖରୁ ବିଜେପି ଖଣି ବନ୍ଦ କରି ଧାରଣାରେ ବସିଛି ।

ବିଜେପିର ଏହି ଆନ୍ଦୋଳନକୁ ସମର୍ଥନ କରିଛ କଂଗ୍ରେସ । ଫଳରେ କୋଇଲା ଉତ୍ତୋଳନ ବନ୍ଦ ରହିଥିବାରୁ ଏନଟିପିସିରେ କୋଇଲା ସଙ୍କଟ ଦେଖାଦେଇଛି । ବର୍ତ୍ତମାନ ୩ହଜାର ମେଗାୱାଟ ପାୱାର ଉତ୍ପାଦନ ବଦଳରେ ମାତ୍ର ୨୦୦୦ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ହେଉଛି । ଏଭଳି ଅଚଳାବସ୍ଥା ଲାଗି ରହିଲେ ବିଦ୍ୟୁତ୍ ସପ୍ଲାଇ ପ୍ରଭାବିତ ହେବା ନିଶ୍ଚିତ ।

ସେପଟେ କୋଇଲା ସଙ୍କଟ ନେଇ ଆନ୍ଦୋଳନକାରୀଙ୍କ ଆଲୋଚନା କରି ସମସ୍ୟା ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି ଏମସିଏଲର ସିଏମଡିର ମତ ରଖିଛନ୍ତି । 

   Related Posts