କୋଇଲା ବୋଝେଇ ଟ୍ରେନ୍ରେ ନିଆଁ, ପ୍ଲାଟ୍ଫର୍ମରେ ଅଟକିଲା ଗାଡି
8/03/2023 at 10:17 AM

ସୋରୋ ୦୮/୦୩: କୋଇଲା ବୋଝେଇ ମାଲବାହି ଟ୍ରେନ ନିଆଁ । ପ୍ଲାର୍ଟଫର୍ମରେ ଅଟକିଛି ଟ୍ରେନ । ଭଦ୍ରକ ଧାମରାରୁ କୋଇଲା ନେଇ ଖଡଗପୁର ଅଭିମୁଖେ ଯାଉଥିବା ଟ୍ରେନ୍ ସୋର ପ୍ଲାର୍ଟଫର୍ମ ନିକଟରେ ନିଆଁ ଲାଗିଥିବା ନେଇ ଦେଖିବାକୁ ପାଇଥିଲେ ।
ସଙ୍ଗେ ସଙ୍ଗେ ରେଳ କର୍ମଚାରି ସୋର ଦମକଳ ବାହିନୀ ଖବର ଦେଇଥିଲେ । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଟ୍ରେନଟି ସୋର ପ୍ଲାର୍ଟଫର୍ମ ନିକଟରେ ଅଟକି ଥିବା ବେଳେ କାହାର କୌଣସି କ୍ଷତି ହୋଇ ନଥିବା ନେଇ ଜଣାପଡିଛି ।
Related Posts
ହାଇଓ୍ୱାକୁ ପିଟିଲା ବସ୍ : ୨ ମୃତ, ୨୫ ଆହତ
27 March 2023
କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
26 March 2023