ସିଏମ୍ସି ୱେଷ୍ଟ ମ୍ୟାନେଜମେଣ୍ଟ ଟେଣ୍ଡର ଅନିୟମିତତା ମାମଲାରେ ପିଟିସନ ଖାରଜ

Published By : Prameya-News7 Bureau | May 11, 2018 IST

ସିଏମ୍ସି ୱେଷ୍ଟ ମ୍ୟାନେଜମେଣ୍ଟ ଟେଣ୍ଡର ଅନିୟମିତତା ମାମଲା ଟେଣ୍ଡର ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଦାୟର ପିଟିସନ ହାଇକୋର୍ଟରେ ଖାରଜ ( ଟେଣ୍ଡର ପ୍ରକ୍ରିୟାର ସ୍ବଛତା ଉପରେ ପ୍ରଶ୍ନ କରି କଂଗ୍ରେସ କର୍ପୋରେଟର ଗିରିବାଳା ବେହେରା ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ )

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.