AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର୨: CFSLର ସହାୟତାରେ ASI ଗୋପାଳ ଦାସଙ୍କ ହେବ ଭଏସ ଟେଷ୍ଟ
  • ||
  • ଖଲ୍ଲିକୋଟ: ବସ୍‌ କର୍ମଚାରୀ ଭୁଲିଗଲେ ମାନବିକତା, ଅଧାରାସ୍ତାରେ ଛାଡି ଚାଲିଗଲେ ମୃତଦେହ
  • ||
  • ଦାରିଙ୍ଗବାଡି: ବାଇକ୍‌-କାର୍‌ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଆହତ
  • ||
  • ପାଟଣା: ପୋଖରୀ ଭିତରକୁ ପଶିଲା ତେଲ ଟ୍ୟାଙ୍କର, ଭାରସାମ୍ୟ ହରାଇ ଓଲଟିପଡିଲା
  • ||

CMC ବୈଠକରେ ହୋହଲ୍ଲା, ଗୃହ ମଝିରେ କଳା ପତାକା ଦେଖାଇ ଧାରଣା

13/09/2022 at 11:30 AM

କଟକ ୧୩/୦୯: କଟକ ମହାନଗର କାଉନସିଲ ବୈଠକରେ ହୋହଲ୍ଲା । କାଉନସିଲ କାର୍ଯ୍ୟ ଚାଲୁଥିବା ବେଳେ ଗୃହ ମଝିରେ କଳା ପତାକା ଦେଖାଇ ଧାରଣାରେ ବସିଲେ ବିଜେପି କର୍ପୋରେଟର । ମୌଳିକ ସମସ୍ୟା ପ୍ରତି ଅବହେଳା ନେଇ ବିଜେପିର ବିରୋଧ । ଧାରଣରୁ ଉଠିଯିବାକୁ ମେୟର କଲେ ନିବେଦନ । ଦଶହରା ପୂର୍ବରୁ ବସିଛି ଗୁରୁତ୍ବପୂର୍ଣ୍ଣ ସିଏମସି କାଉନସିଲ ।

   Related Posts