ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟକୁ ଅଧିକ ସହାୟତା ଅନୁରୋଧ କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
24/05/2018 at 9:54 AM

ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟକୁ ଆଧିକ ସହାୟତା ଅନୁରୋଧ …ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଆଉ ସାଢେ ୩୪ ଲକ୍ଷ ହିତାଧିକାରୀଙ୍କ ମଂଜୁରୀ ଲୋଡିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ …ଲେଖିଲେ ଯୋଜନା ରୂପାୟନରେ ଓଡ଼ିଶା ଆଗରେ …