Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିମିଳିପାଳ ଉପରମୁଣ୍ଡରେ ପ୍ରବଳ ବର୍ଷା, ଖୋଲିଲା କାଳ ଡ୍ୟାମ୍ ଗେଟ୍
  • ||
  • ପାଣି ଘେରରେ ଚାନ୍ଦବାଲି ବ୍ଲକର ୨୦ ଗାଁ, ଦୁର୍ବଳ ନଦୀବନ୍ଧ ପାଇଁ ଚିନ୍ତାରେ ଲୋକେ
  • ||
  • ଦେଶରେ ଉପର ତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୪୦୯୨ କରୋନା ପଜିଟିଭ୍
  • ||
  • ଆଉ ନାହାନ୍ତି ବିଶିଷ୍ଠ ଶିଳ୍ପପତି ତଥା ଭାରତର ୱାରେନ୍ ବଫେଟ୍‌ ରାକେଶ ଝୁନଝୁନୱାଲା: ୬୨ ବର୍ଷ ବୟସରେ ମୁମ୍ବାଇରେ ପରଲୋକ
  • ||
  • ମହାନଦୀ ଫୁଲୁଛି : ବୌଦ୍ଧରେ ବନ୍ୟା ସ୍ଥିତି, ହରଭଙ୍ଗା ବ୍ଲକ୍‌ର ୫୫ ଗାଁ ପ୍ରଭାବିତ
  • ||
  • କୁଲଗାମରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ, ଜଣେ ପୋଲିସ କର୍ମୀ ସହିଦ
  • ||
  • ଏସିଆ କପ୍ ପାଇଁ କୋହଲି ପ୍ରସ୍ତୁତ : ଇନଡୋର୍ ଷ୍ଟାଡିୟମରେ କଲେ ଜୋରଦାର ଅଭ୍ୟାସ
  • ||

ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ, ୧୦ ବର୍ଷ ବ୍ୟବଧାନରେ ବିଦେଶ ଯାଇଥିଲେ ନବୀନ

1/07/2022 at 10:47 AM

ଭୁବନେଶ୍ୱର ୦୭/୦୧: ୧୦ ଦିନିଆ ବିଦେଶ ଗସ୍ତ ଶେଷ କରି ଗରୁୁବାର ବିଳମ୍ବିତ ରାତିରେ ବିଦେଶରୁ ପ୍ରତ୍ୟାବର୍ତ୍ତନ କରୀଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଓଡ଼ିଶାର ଗୌରବଗାଥାକୁ ବିଦେଶରେ ପହଞ୍ଚାଇବାରେ ନବୀନ ପଟ୍ଟନାୟକ ସଫଳ ହୋଇଛନ୍ତି ।

ରୋମରେ ଓଡ଼ିଶାର ରୂପାନ୍ତରଣ କାହାଣୀ ବିଶ୍ୱ ସମଦାୟ ନିକଟରେ ପହଞ୍ଚାଇବା ପରେ ଓଡ଼ିଶାକୁ ଅଧିକ ଶିଳ୍ପ ସମୃଦ୍ଧ କରିିବା ନିମନ୍ତେ ନିବେଶକ ସମ୍ମେଳନ ଆପତତଃ ଫଳପ୍ରସୂ ହୋଇଛି । ୧୦ ବର୍ଷ ବ୍ୟବଧାନରେ ୧୦ ଦିନିଆ ବିଦେଶ ଗସ୍ତରେ ଯାଇଥିଲେ ମଖ୍ୟମନ୍ତ୍ରୀ ।

ରୋମରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମୁଖ୍ୟାଳୟ ଓଡ଼ିଶାର ରୂପାନ୍ତରଣ କାହାଣୀ ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଥିଲେ । ଓଡ଼ିଆଙ୍କ ସହ ତାଙ୍କର ଭାବ ବିନିମୟ ହୋଇଥିଲା।

   Related Posts