AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ନେତାଜୀ ଜୟନ୍ତୀ ଅବସରରେ କଟକର ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳ ବଗିଚାରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ମୁଖ୍ୟମନ୍ତ୍ରୀ

23/01/2019 at 11:34 AM

କଟକ ୨୩/୧ : ଆଜି ନେତାଜୀ ଜୟନ୍ତୀ । କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳରେ ହୋଇଛି ସ୍ବତନ୍ତ୍ର ଆୟୋଜନ । ସଂଗ୍ରହାଳୟ ବଗିଚାରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଦିନ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ଜାନକୀନାଥ ଭବନରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଗତ ବର୍ଷ ନେତାଜୀଙ୍କ ଆଧ୍ୟାତ୍ମିକ ଗୁରୁ, ତାଙ୍କ ସମ୍ପର୍କିତ ବହି ସଂଗ୍ରହାଳୟରେ ସ୍ଥାନ ପାଇଥିଲା । ଏବର୍ଷ ନେତାଜୀଙ୍କ ପିଲା ଦିନର କିଛି ବିରଳ ଫଟୋ ୧୨ ନମ୍ବର ଗ୍ୟାଲେରୀରେ ସ୍ଥାନ ପାଇଛି । ସଂଗ୍ରହାଳୟ ପରିସରରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ପ୍ରମୋଦ ପଟ୍ଟନାୟକ ନେତାଜୀଙ୍କ ବାଲୁକା କଳା ନିର୍ମାଣ କରିଛନ୍ତି । ଏଥିସହ ଲଳିତ କଳା ଏକାଡେମୀ ପକ୍ଷରୁ ୧୪ ଜଣ ଚିତ୍ରଶିଳ୍ପୀଙ୍କୁ ନେଇ ନେତାଜୀଙ୍କର ଏକ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହେବ । ..

   Related Posts