ହୀରାବେନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ଟ୍ୱିଟ୍ କରି ଜଣାଇଲେ ସମବେଦନା

Published By : Prameya-News7 Bureau | December 30, 2022 IST

ଭୁବନେଶ୍ୱର ୩୦/୧୨: ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ମାଆ ହୀରାବେନ୍ । ୧୦୦ ବର୍ଷ ବୟସରେ ତ୍ୟାଗ କରିଛନ୍ତି ଶେଷ ନିଶ୍ୱାସ । ସେପଟେ ମୋଦିଙ୍କ ମାଆଙ୍କ ବିୟୋଗ ପରେ ଶୋକବ୍ୟକ୍ତ କରିଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ।

wp:html /wp:html

ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ସମବେଦନା ଜଣାଇଛନ୍ତି । ସେ କହିଛନ୍ତି ହୀରାବେନଙ୍କ ବିୟୋଗରେ ମୁଁ ଦୁଃଖୀତ । ପ୍ରଧାନମନ୍ତ୍ରୀଙ୍କ ପରିବାରକୁ ପ୍ରତି ମୋର ଗଭୀର ସମବେଦନା ଜଣାଉଛି । ଏଭଳି ସ୍ଥିତିରେ ତାଙ୍କର ପରିବାରକୁ ଭଗବାନ ଧୈର୍ଯ୍ୟ ଓ ସାହାସ ଦିଅନ୍ତୁ ଏହାହିଁ ମୋର ଭଗବାନଙ୍କ ନିକଟରେ କାମନା, ଓମ୍ ଶାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.