Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହୀରାବେନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ଟ୍ୱିଟ୍ କରି ଜଣାଇଲେ ସମବେଦନା

30/12/2022 at 9:44 AM

ଭୁବନେଶ୍ୱର ୩୦/୧୨: ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ମାଆ ହୀରାବେନ୍ । ୧୦୦ ବର୍ଷ ବୟସରେ ତ୍ୟାଗ କରିଛନ୍ତି ଶେଷ ନିଶ୍ୱାସ । ସେପଟେ ମୋଦିଙ୍କ ମାଆଙ୍କ ବିୟୋଗ ପରେ ଶୋକବ୍ୟକ୍ତ କରିଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ।

ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ସମବେଦନା ଜଣାଇଛନ୍ତି । ସେ କହିଛନ୍ତି ହୀରାବେନଙ୍କ ବିୟୋଗରେ ମୁଁ ଦୁଃଖୀତ । ପ୍ରଧାନମନ୍ତ୍ରୀଙ୍କ ପରିବାରକୁ ପ୍ରତି ମୋର ଗଭୀର ସମବେଦନା ଜଣାଉଛି । ଏଭଳି ସ୍ଥିତିରେ ତାଙ୍କର ପରିବାରକୁ ଭଗବାନ ଧୈର୍ଯ୍ୟ ଓ ସାହାସ ଦିଅନ୍ତୁ ଏହାହିଁ ମୋର ଭଗବାନଙ୍କ ନିକଟରେ କାମନା, ଓମ୍ ଶାନ୍ତି ।

   Related Posts