Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାଧିନତା ଦିବସ ଉତ୍ସବରେ ସାମିଲ ହେଲା ଗୁଗଲ, ଡୁଡଲ ମାଧ୍ୟମରେ ଜଣାଇଲା ଶୁଭେଚ୍ଛା
  • ||
  • ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା ୨.୫
  • ||
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ଦଳୀୟ ବିଧାୟକଙ୍କ ପ୍ରଦର୍ଶନ ଜଗିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

13/11/2019 at 11:17 AM

ଭୁବନେଶ୍ବର ୧୩।୧୧: ଆରମ୍ଭ ହୋଇଛି ବିଧାନସଭା ଶୀତ ଅଧିବେଶନ । ଅଧିବେଶନ ନେଇ ବିଜେପି ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୃହରେ ସବୁ ବିଜେଡି ସଭ୍ୟ ଉପସ୍ଥିତ ରହିବାକୁ ପରାମର୍ଶ ଦେଇଛନ୍ତି । ସବୁ ବିଧାୟକଙ୍କୁ ବିତର୍କରେ ଭାଗ ନେବାକୁ ପରାମର୍ଶ ଦେଇଛନ୍ତି ନବୀନ । ୨ ରୁ ଅଧିକ ଦିନ ଛୁଟିରେ ରହିଲେ ତାଙ୍କଠାରୁ ଅନୁମତି ନେବେ ବୋଲି ନବୀନ କହିଛନ୍ତି । ପ୍ରତିଦିନ ସଭ୍ୟଙ୍କ ଉପସ୍ଥିତି ନେଇ ଚିଫ୍ ହ୍ବିପ୍ ଅବଗତ କରାଇବେ । ନୂଆ ବିଧାୟକଙ୍କ ପ୍ରଦର୍ଶନ ଉପରେ ସେ ନଜର ରଖିଛନ୍ତି ।  

   Related Posts