ଜଟଣୀରେ ନାଇଜର କ୍ୟାମ୍ପସ୍‌ରେ ହେବ କ୍ୟାନସର ହସ୍ପିଟାଲ, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା।ଜଟଣୀ ୩।୧୦: ଅତ୍ୟାଧୁନିକ ଦୁଇ ଶହ ଶଯ୍ୟା ବିଶିଷ୍ଟ କ୍ୟାନସର ହସ୍ପିଟାଲ ଏବଂ ରିସର୍ଚ୍ଚ ସେଣ୍ଟର ଜଟଣୀ ନାଇଜର କ୍ୟାମ୍ପସ ନିକଟରେ ଖୋଲିବ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭୂମି ପୂଜନ କରିଛନ୍ତି । ତେବେ ଓଡିଶାବାସୀଙ୍କୁ କ୍ୟାନ୍ସର ରୋଗର ଉନ୍ନତ ଚିକିତ୍ସା ପାଇଁ ଖର୍ଚ୍ଚାନ୍ତ ହୋଇ ମୁମ୍ବାଇ ଯିବାକୁ ପଡ଼ିବ ନାହିଁ । ଓଡ଼ିଶାର ଜଟଣୀ ନାଇଜର କ୍ୟାମ୍ପସରେ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲ ସହ ରିସର୍ଚ୍ଚ ସେଣ୍ଟରର ଭୂମି ପୂଜନ ସମାରୋହରେ … Continue reading ଜଟଣୀରେ ନାଇଜର କ୍ୟାମ୍ପସ୍‌ରେ ହେବ କ୍ୟାନସର ହସ୍ପିଟାଲ, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ