ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ମାରାଥନ ଶିଳାନ୍ୟାସ ଓ ଉଦ୍ଘାଟନ
24/09/2018 at 11:13 AM

ଭୁବନେଶ୍ବର ୨୪|୯: ଆଜି ସଂଧ୍ୟାରେ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ମାରାଥନ ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ । ରୁପାଲି ଛକରେ ୨୦୦ ବସ୍ ରହିବା ଭଳି ସେଲଟର ଶିଳାନ୍ୟାସ କରିବେ । ଏହାପରେ ରମାଦେବୀ ବିଶ୍ବବିଦ୍ୟାଳୟରେ ୪୦୦ କଠୋରୀ ବିଶିଷ୍ଟ ହଷ୍ଟେଲର ଉଦଘାଟନ କରିବେ । ଏହା ସହ ପାତ୍ରପଡ଼ା ଓ ପଟିଆରେ ଆଧୁନିକ ବସ୍ ଡିପୋର ଶିଳାନ୍ୟାସ କରିବେ ନବୀନ । ଏହାପରେ ସୁବୁଦ୍ଧିପୁର,ଗାଡ଼କଣ ଓ ଚନ୍ଦ୍ରଶେଖରପୁରରେ ଇଡବ୍ଲୁଏସ ଘର ଲାଗି ସେ ଶିଳାନ୍ୟାସ କରିବେ ।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023
ଷ୍ଟିୟରିଂ ଫେଲ୍ ମାରିବାରୁ ଓଲଟିଲା ଯାତ୍ରୀବାହୀ ବସ୍, ୧୫ରୁ ଅଧିକ ଆହତ
27 January 2023