suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ମାରାଥନ ଶିଳାନ୍ୟାସ ଓ ଉଦ୍‌ଘାଟନ

24/09/2018 at 11:13 AM

ଭୁବନେଶ୍ବର ୨୪|୯: ଆଜି ସଂଧ୍ୟାରେ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ମାରାଥନ ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ । ରୁପାଲି ଛକରେ ୨୦୦ ବସ୍ ରହିବା ଭଳି ସେଲଟର ଶିଳାନ୍ୟାସ କରିବେ । ଏହାପରେ ରମାଦେବୀ ବିଶ୍ବବିଦ୍ୟାଳୟରେ ୪୦୦ କଠୋରୀ ବିଶିଷ୍ଟ ହଷ୍ଟେଲର ଉଦଘାଟନ କରିବେ । ଏହା ସହ ପାତ୍ରପଡ଼ା ଓ ପଟିଆରେ ଆଧୁନିକ ବସ୍ ଡିପୋର ଶିଳାନ୍ୟାସ କରିବେ ନବୀନ । ଏହାପରେ ସୁବୁଦ୍ଧିପୁର,ଗାଡ଼କଣ ଓ ଚନ୍ଦ୍ରଶେଖରପୁରରେ ଇଡବ୍ଲୁଏସ ଘର ଲାଗି ସେ ଶିଳାନ୍ୟାସ କରିବେ ।

   Related Posts