କ୍ୟାପିଟାଲ୍ ହସ୍ପିଟାଲ୍ରେ ମେଡ଼ିକାଲ୍ ପିଜି ପାଠ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ଯମନ୍ତ୍ରୀ
30/12/2022 at 6:03 PM

ଭୁବନେଶ୍ୱର ୩୦/୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସ୍ନାତକୋତ୍ତର ଚିକିତ୍ସା ଶିକ୍ଷା ଓ ଗବେଷଣା ଅନୁଷ୍ଠାନ ଏବଂ କ୍ୟାପିଟାଲ୍ ହସ୍ପିଟାଲ, ଭୁବନେଶ୍ୱରରେ ପ୍ରଥମ (୨୦୨୨-୨୩) ବ୍ୟାଚ୍ ସ୍ନାତକୋତ୍ତର ଚିକିତ୍ସା ଶିକ୍ଷାର ଶୁଭାରମ୍ଭ କରିଛନ୍ତି।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023