କଂଗ୍ରେସର ଆନ୍ଦୋଳନ ; କଡା ସୁରକ୍ଷା ବଳୟ ଭିତରେ ସଚିବାଳୟରେ ପହଂଚିଥିଲେ ମୁଖ୍ୟମନ୍ତ୍ରୀ
4/06/2018 at 9:57 AM

ତୈଳ ଦର ବୃଦ୍ଧି ପ୍ରତିବାଦକୁ ନେଇ କଂଗ୍ରେସର ଆନ୍ଦୋଳନ ବେଳେ ଅନେକ ନେତା ଓ କର୍ମୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡା ସୁରକ୍ଷା ବଳୟ ଭିତରେ ସଚିବାଳୟରେ ପହଂଚିଥିଲେ | ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ବାଇକ ଯୋଗେ ସଚିବାଳୟରେ ପହଂଚିଥିଲେ |