ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

ଦୀପାବଳିରେ ନିଆଁ ଲାଗି ଜଳିଗଲା କପଡା ଗୋଦାମ

27/10/2019 at 9:27 PM

ଭୁବନ ୨୭। ୧୦ – ଭୁବନରେ ଥିବା ଏକ କପଡା ଗୋଦାମରେ ଦୀପାବଳି ଅବସରରେ ନିଆଁ ଲାଗିଯାଇଛି । ଅତି ଅଳ୍ପ ସମୟ ଭିତରେ କପଡା ଗୋଦାମରେ ନିଆଁ ବ୍ୟାପିଯାଇଥିଲା । ଚାହୁଁ ଚାହୁଁ ନିଆଁ ଚାରି ଆଡକୁ ବ୍ୟାପିଯାଇଥିଲା ।

ଭୁବନ ୨ ନମ୍ବର ଓ୍ୱାର୍ଡରେ ଥିବା କପଡା ଗୋଦାମରେ ଏହି ଅଗ୍ନି କାଣ୍ଡ ଘଟିଛି । ଅଗ୍ନିଶମ ବାହିନୀର ଯବାନ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ ।

   Related Posts