ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ସମବାୟ ସମିତି ନିର୍ବାଚନରେ ପୋଲିସ ଉପସ୍ଥିତିରେ ଗୋଷ୍ଠି ସଂଘର୍ଷ

26/06/2022 at 7:09 PM

ପାଟଣାଗଡ଼ ୨୬/୦୬ : ପାଟଣାଗଡ଼ ବ୍ଲକର ସୋଲବନ୍ଧ ସମବାୟ ସମିତିର ନିର୍ଦ୍ଦେଶକ ଭୋଟ ବେଳେ ୨ ଗୋଷ୍ଠି ମଧ୍ୟରେ ପୋଲିସ ଉପସ୍ଥିତିରେ ପ୍ରବଳ ଗଣ୍ଡଗୋଳ ହୋଇଛି। ଏଥିରେ ଠେଙ୍ଗା ବାଡ଼ି ଧରି ମାର୍‌ପି୍ଟ୍‌ ହେବା ସହ ଜଣେ ବ୍ୟକ୍ତିଙ୍କୁ ପ୍ରବଳ ଅତ୍ୟାଚାର କରାଯାଉଥିବାର ଚିତ୍ର ଦେଖିବାକୁ ମିଳିଛି।

ଏହି ନିର୍ବାଚନରେ ଶରତ ମେହେର, ରୁପେନ୍ଦ୍ର ବିଶ୍ଵାଳ, ରାଧେ ଶ୍ୟାମ ବିଶ୍ଵାଳ ୩ ଜଣ ବ୍ୟକ୍ତି  ନିର୍ଦ୍ଦେଶକ ପଦ ପାଇଁ ପ୍ରତିଦ୍ବନ୍ଦିତା କରୁଥିଲେ। ଏହି ତିନି ବ୍ୟକ୍ତି ପ୍ରତିଦ୍ବନ୍ଦିତା କରୁଥିବା ବେଳେ ତାଙ୍କ ସମର୍ଥକ ମାନଙ୍କ ମଧ୍ୟରେ ମାଡପିଟ ଦେଖିବାକୁ ମିଳିଛି। ଏନେଇ ପାଟଣାଗଡ଼ ଥାନା ଅଧିକାରୀଙ୍କୁ ଯୋଗଯୋଗ କରିବାରୁ ସେ ଝଗଡ଼ା ହୋଇଥିବା ଜଣାଇଛନ୍ତି କିନ୍ତୁ ସେମାନେ କାହାର ସମର୍ଥକ ମୁଁ ଜାଣିନି ବୋଲି  ତାଙ୍କ ପ୍ରତିକ୍ରିୟାରେ ସେ କହିଛନ୍ତି ।

   Related Posts