ସ୍ଵିଡେନରେ ଥମୁନି ‘କୋରାନ୍ ପୋଡ଼ି’: ପୋଲିସ ଉପରକୁ ପଥରମାଡ଼, କାର୍ରେ ନିଆଁ ଲଗାଇଦେଲେ ବିକ୍ଷୋଭକାରୀ
ସ୍ୱିଡେନ୍ରେ କୋରାନ୍ ଜାଳିବା ହିଂସା ଦିନକୁ ଦିନ ଉଗ୍ରରୂପ ନେଉଛି। ସ୍ୱିଡେନର ତୃତୀୟ ବଡ଼ ସହର ମାଲମୋରେ ଅଣମୁସଲିମ ବିକ୍ଷୋଭକାରୀ କୋରାନରେ ନିଆଁ ଲଗାଇ ଦେଇଥିଲେ। ଏନେଇ ଗୋଷ୍ଠୀ ସଂଘର୍ଷ ହୋଇଛି। ମାଲମୋ ପୋଲିସ କହିବା ଅନୁସାରେ ସେମାନେ ପ୍ରଥମେ ପଥରମାଡ଼ କରିଥିଲେ। ଭୂତଳ ଗ୍ୟାରେଜ ସମେତ ୧୨ରୁ ଅଧିକ କାର୍ରେ ନିଆଁ ଲଗାଇଦେଇଥିଲେ। ତେବେ ହିଂସାର ସୂତ୍ର ରବିବାର ରାତିରୁ ଆରମ୍ଭ ହୋଇଥିଲା। ହିଂସାର ସୂତ୍ରପାତ କରିଥିଲେ ଆଣ୍ଟି-ଇସଲାମ୍ ସଦସ୍ୟ ସାଲଓ୍ୱନ ମୋମିକା। ସାଲଓ୍ୱନ କୋରାନ … Continue reading ସ୍ଵିଡେନରେ ଥମୁନି ‘କୋରାନ୍ ପୋଡ଼ି’: ପୋଲିସ ଉପରକୁ ପଥରମାଡ଼, କାର୍ରେ ନିଆଁ ଲଗାଇଦେଲେ ବିକ୍ଷୋଭକାରୀ
Copy and paste this URL into your WordPress site to embed
Copy and paste this code into your site to embed