ଆନ୍ଦୋଳନରେ ବସିଲେ ଆଇନଜୀବୀ, ପୋଲିସ ଓ ଓକିଲ ଧସ୍ତାଧସ୍ତି
30/11/2022 at 11:32 AM

ସମ୍ବଲପୁର ୩୦।୧୧: ପୁଣି ଥରେ ଆନ୍ଦୋଳନରେ ବସିଲେ ଓକିଲ। ପ୍ରତି ବୁଧବାର ପରି ଆଜି ମଧ୍ୟ ସମ୍ବଲପୁରରେ ଆନ୍ଦୋଳନରେ ବସିଲେ ଓକିଲ। ହାଇକୋର୍ଟର ସ୍ଥାୟୀ ବେଂଚ ଦାବି ନେଇ ଓକିଲଙ୍କ ଆନ୍ଦୋଳନ ଜାରି ରହିଛି। ବିଚାରପତିଙ୍କୁ କୋର୍ଟ ଯିବାକୁ ବାରଣ କଲେ ଆନ୍ଦୋଳନକାରୀ ଆଇନଜୀବୀ। ଏହି ସମୟରେ ପୋଲିସ୍ ଓ ଆନ୍ଦୋଳନକାରୀ ଆଇନଜୀବୀଙ୍କ ମଧ୍ୟରେ ହୋଇଥିଲା ଧସ୍ତାଧସ୍ତି। ପରିସ୍ଥିତି ଠିକ୍ ନଥିବାରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।
Related Posts
ପୋଲିସକୁ ସଫଳତା, ହକି ତାରକାଙ୍କ ଘରୁ ଲୁଟ୍ ଘଟଣାର ଅଭିଯୁକ୍ତ ଗିରଫ
27 January 2023
କୂଅରୁ ଉଦ୍ଧାର ହେଲା ଗାଢ ଭାଲୁ, ଜଙ୍ଗଲରେ ଛାଡିଲା ବନବିଭାଗ
27 January 2023