ଭସାଣୀ ଵେଳେ ତୀଵ୍ର ଉତ୍ତେଜନା, ଝାଞ୍ଜିରିମଙ୍ଗଳା ଗଡା ନିକଟରେ ଦୁଇ ପୂଜା ମଣ୍ଡପର କର୍ମୀ ମୁହାଁମୁହିଁ

Published By : Prameya-News7 Bureau | October 06, 2022 IST

କଟକ: ଭସାଣୀ ଵେଳେ ତୀଵ୍ର ଉତ୍ତେଜନା ଦେଖାଦେଇଛି । ଝାଞ୍ଜିରିମଙ୍ଗଳା ଗଡା ନିକଟରେ ଦୁଇ ପୂଜା ମଣ୍ଡପର କର୍ମୀ ମୁହାଁମୁହିଁ ହେବା ଫଳରେ ପ୍ରଵଳ ଟେକା ପଥର ଓ ଲାଠିମାଡ ମାଡ ହୋଇଥିବା ଜଣାପଡ଼ିଛି । କୁସୀନପୁର ଓ ମୁନ ଷ୍ଟାର କ୍ଲଵ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଚେଷ୍ଟା ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.