ଆସନ୍ତୁ ନଜର ପକାଇବା ମହାଭିଯୋଗ ଖାରଜ କାରଣ ଉପରେ
23/04/2018 at 9:33 AM

ଆସନ୍ତୁ ନଜର ପକାଇବା ମହାଭିଯୋଗ ଖାରଜ କାରଣ ଉପରେ :
୧. ନୋଟିସ ଗ୍ରହଣ ପୂର୍ବରୁ ପ୍ରେସ କନଫରେନ୍ସରେ ଖୁଲାସା ଯାହାକି ସଂସଦୀୟ ନିୟମର ଉଲଂଘନ
୨. ଚିଫ ଜଷ୍ଟିସଙ୍କ ବିରୋଧରେ ଆସିଥିବା ଅଭିଯୋଗ ନିରାଧାର
୩. ଚିଫ ଜଷ୍ଟିସଙ୍କ ବିରୋଧରେ ଆସିଥିବା ଅଭିଯୋଗର କୌଣସି ପ୍ରମାଣ ନାହିଁ
୪. ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ
୫. ଚିଫ ଜଷ୍ଟିସଙ୍କ ଗାରିମା ନଷ୍ଟ ପାଇଁ ଉଦ୍ୟମ
ଏହି ସବୁ କାରଣ ପାଇଁ ଉପ ରାଷ୍ଟ୍ରପତି ଚିଫ ଜଷ୍ଟିସଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖାରଜ କରିଛନ୍ତି