vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଭୋ ଉପରେ ଚଢଉ ନେଇ ଚୀନର ରାଗ, କହିଲା- ‘ବିଦେଶୀ କମ୍ପାନୀଙ୍କ ଇଚ୍ଛା କମିଯିବ…’
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୮ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୮୯୩୦ କରୋନା ପଜିଟିଭ୍
  • ||
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ଆସନ୍ତୁ ନଜର ପକାଇବା ମହାଭିଯୋଗ ଖାରଜ କାରଣ ଉପରେ

23/04/2018 at 9:33 AM

ଆସନ୍ତୁ ନଜର ପକାଇବା ମହାଭିଯୋଗ ଖାରଜ କାରଣ ଉପରେ :
୧. ନୋଟିସ ଗ୍ରହଣ ପୂର୍ବରୁ ପ୍ରେସ କନଫରେନ୍ସରେ ଖୁଲାସା ଯାହାକି ସଂସଦୀୟ ନିୟମର ଉଲଂଘନ
୨. ଚିଫ ଜଷ୍ଟିସଙ୍କ ବିରୋଧରେ ଆସିଥିବା ଅଭିଯୋଗ ନିରାଧାର
୩. ଚିଫ ଜଷ୍ଟିସଙ୍କ ବିରୋଧରେ ଆସିଥିବା ଅଭିଯୋଗର କୌଣସି ପ୍ରମାଣ ନାହିଁ
୪. ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ
୫. ଚିଫ ଜଷ୍ଟିସଙ୍କ ଗାରିମା ନଷ୍ଟ ପାଇଁ ଉଦ୍ୟମ
ଏହି ସବୁ କାରଣ ପାଇଁ ଉପ ରାଷ୍ଟ୍ରପତି ଚିଫ ଜଷ୍ଟିସଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖାରଜ କରିଛନ୍ତି

Leave a Reply

   Related Posts