LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଚିଫ ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ଆସିଥିବା ମହାଅଭିଯୋଗ ଖାରଜ

23/04/2018 at 6:53 AM

ଚିଫ ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ଆସିଥିବା ମହାଅଭିଯୋଗକୁ ପ୍ରସ୍ତାବକୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ପ୍ରତ୍ୟାଖାନ କରିଦେଇଛନ୍ତି | କଂଗ୍ରେସ ସମେତ ୭ଟି ଦଳ ମହାଅଭିଯୋଗ ପ୍ରସ୍ତାବ ଆଣିଥିଲେ | ୭ଟି ଦଳର ନେତା ଉପ ରାଷ୍ଟ୍ରପତିଙ୍କୁ ଭେଟି ନୋଟିସ ଦେଇଥିଲେ | ବିରୋଧୀ ଦେଇଥିବା ମୋସନକୁ ଉପ ରାଷ୍ଟ୍ରପତି ଖାରଜ କରିଦେଇଛନ୍ତି | ଏବେ ନଜର ରହିଛି ବିରୋଧୀ ଦଳଙ୍କ ପଦକ୍ଷେପ ଉପରେ | ରାଜ୍ୟସଭା ଅଧ୍ୟକ୍ଷ ମହାଅଭିଯୋଗ ନୋଟିସ ଖାରଜ କଲେ କଂଗ୍ରେସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ପୂର୍ବରୁ କହିସାରିଛି | ରାଜ୍ୟସଭାରେ ପ୍ରସ୍ତାବ ଆଗତ ପାଇଁ ୫୦ ସଂସଦଙ୍କ ଅନୁମୋଦନ ଆବଶ୍ୟକ ଥିବାବେଳେ ୭୧ ସଂସଦଙ୍କ ଦସ୍ତଖତ ସମ୍ବଳିତ ନୋଟିସ ଉପ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ ବିରୋଧୀ |

Leave a Reply

   Related Posts