ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

(CISF )ସିଆଇଏସ୍‌ଏଫ୍‌ କନେଷ୍ଟବଳର ୯୧୪ ପଦବୀ ପାଇଁ ଚାଲିଛି ଆବେଦନ, ଜାଣନ୍ତୁ କିପରି କରିବେ ଆବେଦନ ଓ ଅନ୍ୟ ତଥ୍ୟ

13/10/2019 at 4:17 PM

ନୂଆଦିଲ୍ଲୀ -CISF Constable Recruitment 2019 ସିଆଇଏସ୍‌ଏଫ୍‌ ବା କେନ୍ଦ୍ରୀୟ ଔଦଗିକ ସୁରକ୍ଷା ବଳରର ୯୧୪ଟି କନେଷ୍ଟବଳ ପଦବୀ ପାଇଁ ଏବେ ଆବେଦନ କରିପାରିବେ । ଏହାର କନେଷ୍ଟବଳ ସହ ରଷେୟା ବା କୁକ୍‌, ମୋଚୀ, ଚୁଟି କାଟିବା, ଓ୍ୱାସରମ୍ୟାନ, ସ୍ୱୀପର, ପେଣ୍ଟରସ, ମେସନ୍‌, ମାଳୀ ଇତ୍ୟାଦି ପଦବୀ ପାଇଁ ମଧ୍ୟ ଆବେଦନ କରାଯାଉଛି ।
ସେପ୍ଚେମ୍ବର ୨୩ରୁ ଏହାର ଆବେଦନ ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର ୨୨ ତାରିଖରେ ଆବେଦନର ଅନ୍ତମ ତାରିଖ ରହିଛି ।

ଆବେଦନ ପରେ ଫିଜିକାଲ୍‌ ଫିଟିନେସ୍‌ ଟେଷ୍ଟ ବା ଶାରିରୀକ ପରୀକ୍ଷା , ଫିଜିକାଲ୍‌ ଷ୍ଟାଣ୍ଡାର୍ଡ ଟେଷ୍ଟ, ପ୍ରମାଣ ପତ୍ର ବା ସାର୍ଟିଫିକେଟ୍‌ ଯାଞ୍ଚ, ଟ୍ରେଡ୍‌ ଟେଷ୍ଟ ଦେବାକୁ ପଡିବ ।
ଏଥିରେ ଯୋଗତ୍ୟା ହାସଲ କରିଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦିଆଯିବ ।

   Related Posts