(CISF )ସିଆଇଏସ୍‌ଏଫ୍‌ କନେଷ୍ଟବଳର ୯୧୪ ପଦବୀ ପାଇଁ ଚାଲିଛି ଆବେଦନ, ଜାଣନ୍ତୁ କିପରି କରିବେ ଆବେଦନ ଓ ଅନ୍ୟ ତଥ୍ୟ

Published By : Prameya-News7 Bureau | October 13, 2019 IST

ନୂଆଦିଲ୍ଲୀ -CISF Constable Recruitment 2019 ସିଆଇଏସ୍‌ଏଫ୍‌ ବା କେନ୍ଦ୍ରୀୟ ଔଦଗିକ ସୁରକ୍ଷା ବଳରର ୯୧୪ଟି କନେଷ୍ଟବଳ ପଦବୀ ପାଇଁ ଏବେ ଆବେଦନ କରିପାରିବେ । ଏହାର କନେଷ୍ଟବଳ ସହ ରଷେୟା ବା କୁକ୍‌, ମୋଚୀ, ଚୁଟି କାଟିବା, ଓ୍ୱାସରମ୍ୟାନ, ସ୍ୱୀପର, ପେଣ୍ଟରସ, ମେସନ୍‌, ମାଳୀ ଇତ୍ୟାଦି ପଦବୀ ପାଇଁ ମଧ୍ୟ ଆବେଦନ କରାଯାଉଛି ।
ସେପ୍ଚେମ୍ବର ୨୩ରୁ ଏହାର ଆବେଦନ ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର ୨୨ ତାରିଖରେ ଆବେଦନର ଅନ୍ତମ ତାରିଖ ରହିଛି ।

ଆବେଦନ ପରେ ଫିଜିକାଲ୍‌ ଫିଟିନେସ୍‌ ଟେଷ୍ଟ ବା ଶାରିରୀକ ପରୀକ୍ଷା , ଫିଜିକାଲ୍‌ ଷ୍ଟାଣ୍ଡାର୍ଡ ଟେଷ୍ଟ, ପ୍ରମାଣ ପତ୍ର ବା ସାର୍ଟିଫିକେଟ୍‌ ଯାଞ୍ଚ, ଟ୍ରେଡ୍‌ ଟେଷ୍ଟ ଦେବାକୁ ପଡିବ ।
ଏଥିରେ ଯୋଗତ୍ୟା ହାସଲ କରିଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦିଆଯିବ ।

{"id":169657}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.