LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆଜି ପ୍ରକାଶ ପାଇବ ICSE ଦଶମ-ଦ୍ବାଦଶ ଫଳାଫଳ, ଅପରାହ୍ନ ୩ଟାରୁ ଓ୍ବେବସାଇଟ୍‌ରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ

14/05/2023 at 1:03 PM

ଭୁବନେଶ୍ୱର,୧୪/୦୫: କାଉନସିଲ୍‌ ଫର ଦ ଇଣ୍ଡିଆନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌ ଏକ୍ସାମିନେସନ୍ସ (ସିଆଇସିଏସ୍‌ଇ) ପକ୍ଷରୁ ରବିବାର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ। ଫଳାଫଳ ଅପରାହ୍ଣ ୩ଟାରେ ବୋର୍ଡର ୱେବ୍‌ସାଇଟ୍‌ରେ ପରୀକ୍ଷା ଫଳ ପ୍ରକାଶିତ ହେବ। ଛାତ୍ରଛାତ୍ରୀମାନେ cisce.org ଏବଂ result.cisce.orgରେ ରେଜଲ୍ଟ ଦେଖିପାରିବେ ।

ସୂଚନା ମୁତାବକ, ଚଳିତ ବର୍ଷ ପ୍ରାୟ ୨.୪ ଲକ୍ଷ ଛାତ୍ରଛାତ୍ରୀ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଛନ୍ତି । ଫେବ୍ରୁଆରୀ ୨୭ରେ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୯ରେ ସରିଥିଲା । ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବ୍ରୁଆରୀ ୧୩ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ହୋଇଥିଲା ।

   Related Posts