ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ଜନ୍ମ ଦିନ ଖୁସିରେ ଟପ୍ ଲେସ୍ ହୋଇ ଫଟୋ ସୁଟ୍ କଲେ ଗାୟିକା, ସେୟାର କରି ଲେଖିଲେ ଏମିତି

21/12/2021 at 11:03 AM

ନୂଆଦିଲ୍ଲୀ ୨୧/୧୨: ଅନେକ ଲୋକ ନିଜ ଜନ୍ମଦିନକୁ ଭିନ୍ନ ଢଙ୍ଗରେ ପାଳନ କରିବାକୁ ପସନ୍ଦ କରନ୍ତି। କିନ୍ତୁ ଏହି ଭିନ୍ନ ଶୈଳୀ ବେଳେବେଳେ ସାଧାରଣ ଲୋକଙ୍କ ଦ୍ୱାରା ଗ୍ରହଣୀୟ ହୁଏ ନାହିଁ। ଏପରି କିଛି କରିଛନ୍ତି ଜଣେ ଗାୟିକା। ଯିଏକି ତାଙ୍କର ୪୧ ତମ ଜନ୍ମଦିନରେ ଟପଲେସ୍ ହୋଇ ଫଟୋ ସୁଟ କରିଛନ୍ତି। ବର୍ତ୍ତମାନ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଆମେରିକୀୟ ଗାୟିକା ତଥା ଅଭିନେତ୍ରୀ ଖ୍ରୀଷ୍ଟିନା ଅଗୁଏଲା ନିକଟରେ ତାଙ୍କର ୪୧ ତମ ଜନ୍ମଦିନ ପାଳନ କରିଛନ୍ତି। ଜନ୍ମଦିନ ପାଳନ କରିବା ପରେ ସେ ସୋସିଆଲ ମିଡିଆରେ ଏପରି ଫଟୋ ସେୟାର କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜନ୍ମଦିନ ପରେ ସେ ତାଙ୍କର ଟପଲେସ୍ ଫଟୋ ସେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ଖ୍ରୀଷ୍ଟିନାଙ୍କ ବୋଲ୍ଡନେସର କୌଣସି ଉତ୍ତର ନାହିଁ। ଏହି ଫଟୋଗୁଡିକୁ ଇନଷ୍ଟାଗ୍ରାମରେ ସେୟାର କରି କ୍ରିଷ୍ଟିନା ପ୍ରଶଂସକଙ୍କୁ ଚକିତ କରିଛନ୍ତି। କ୍ରିଷ୍ଟିନା ଫଟୋ ସହିତ କ୍ୟାପସନରେ ଲେଖିଛନ୍ତି ‘XTINA XLI’। ଏହା ତାଙ୍କର ନିକନେମ୍।

   Related Posts