scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚିଟ୍‌ଫଣ୍ଡ କେଳେଙ୍କାରୀ: ୯ ବର୍ଷ ପରେ ପ୍ରଭାତ ଓ ତାଙ୍କ ପତ୍ନୀଙ୍କ ନାଁରେ ସିବିଆଇର ଚାର୍ଜଫ୍ରେମ

23/09/2023 at 6:44 PM

ଭୁବନେଶ୍ଵର: ବଢିଲା ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଭାତ ବିଶ୍ଵାଳଙ୍କ ଅଡ଼ୁଆ। ବହୁଚର୍ଚ୍ଚିତ ଚିଟ୍‌ଫଣ୍ଡ ଠକେଇ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତାଙ୍କ ବିରୋଧରେ ଚାର୍ଜଫ୍ରେମ୍ କରିଛି। ବେଆଇନ ଅର୍ଥ କାରବାର ମାମଲାରେ ପ୍ରଭାତ ଏବଂ ତାଙ୍କ ପତ୍ନୀଙ୍କ ନାଁରେ ଚାର୍ଜ ଫ୍ରେମ୍ ହୋଇଛି।

ବହୁଚର୍ଚ୍ଚିତ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଦୀର୍ଘ ୯ ବର୍ଷ ପରେ ଚାର୍ଜଫ୍ରେମ କରିଛି ସିବିଆଇ କୋର୍ଟ। ଚୌଦ୍ଵାର-କଟକର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ଵାଳଙ୍କ ଏବଂ ପତ୍ନୀ ଲକ୍ଷ୍ମୀବିଳାସିନୀଙ୍କ ନାଁରେ ମଧ୍ୟ ଚାର୍ଜ ଫ୍ରେମ କରିଛନ୍ତି ଭୁବନେଶ୍ଵର ସିବିଆଇ-୧ ଅଦାଲତ।  ବେଆଇନ ଅର୍ଥ କାରବାର ମାମଲାରେ ଉଭୟଙ୍କ ନାଁରେ  ଦଫା ୪୨୦, ୧୨୦ବି, ୪୦୯, ୪୬୭, ୪୬୮ ଏବଂ ୪୭୧ରେ ଆଧାରରେ  ଚାର୍ଜଫ୍ରେମ ହୋଇଛି।

   Related Posts