ଚିଟପଣ୍ଡ ଠକେଇ ମାମଲାରେ ଗୃହ ସଚିବଙ୍କ ନିକଟରେ ରିପୋର୍ଟ ଦାଖଲ କଲେ କମିଶନଙ୍କ ସଚିବ

Published By : Prameya-News7 Bureau | July 13, 2018 IST

ଚିଟପଣ୍ଡ ଠକେଇ ମାମଲାରେ ଗୃହ ସଚିବଙ୍କ ନିକଟରେ ରିପୋର୍ଟ ଦାଖଲ କଲେ କମିଶନଙ୍କ ସଚିବ ୧୨୫୩୦ ପୃଷ୍ଠାର ରିପୋର୍ଟ ଦାଖଲ ହୋଇଛି ପଞ୍ଚମ ଅନ୍ତରୀଣ ରିପୋର୍ଟରେ ୧୧୮୫୦ ଜମାକାରୀଙ୍କ ଚିହ୍ନଟ କରାଯାଇଛି ୧୭୪ ଜଣଙ୍କୁ ଅର୍ଥ ଫେରସ୍ତ ଲାଗି ରିପୋର୍ଟରେ ସୁପାରିଶ କରାଯାଇଛି ମାମଲାର ତଦନ୍ତ କରୁଥିବା ଜଷ୍ଟିସ୍ ଏମ୍.ଏମ୍ ଦାସ କମିଶନ ରିପୋର୍ଟ ଦାଖଲ କରିବେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.