କଂଗ୍ରେସ ଉପରେ ବର୍ଷିଲେ ଚିରଞ୍ଜୀବି : କହିଲେ- ଦଳରେ ନେତୃତ୍ୱ ଅଭାବ, ବିଧାୟକ ୯ ହେଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ୨୦

ଭୁବନେଶ୍ୱର ୦୮।୦୫ : ଅସନ୍ତୋଷ ପ୍ରକାଶ କଲେ ପୂର୍ବତନ ପିସିସି ଉପସଭାପତି । କିଛି ଦିନର ନିରବତା ପରେ ଏବେ ମୁହଁ ଖୋଲିଛନ୍ତି ପୂର୍ବତନ ବିଧାୟକ ଚିରଞ୍ଜୀବି ବିଶ୍ୱାଳ । ୨୫ ବର୍ଷ ଧରି ରାଜ୍ୟର କ୍ଷମତା ଠାରୁ ଦୂରରେ ଥିବା ଦଳର ପ୍ରାର୍ଥୀ ଏବେ ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଛନ୍ତି । ଖୋଲା ମଞ୍ଚରେ ଅସନ୍ତୋଷ ଝାଡ଼ିଲେ ଚିରଞ୍ଜୀବି ବିଶ୍ବାଳ । ଜାନକୀ ବାବୁ ଓ ବସନ୍ତ ବାବୁଙ୍କ ଯୋଡ଼ି, ଓଡ଼ିଶା ରାଜନୀତିରେ ସୁବର୍ଣ୍ଣ ଯୁଗ … Continue reading କଂଗ୍ରେସ ଉପରେ ବର୍ଷିଲେ ଚିରଞ୍ଜୀବି : କହିଲେ- ଦଳରେ ନେତୃତ୍ୱ ଅଭାବ, ବିଧାୟକ ୯ ହେଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ୨୦